Odisha Link
Bridging the Missing Links in Odisha
Browsing Tag

corona vaccination update

ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ସୋମ, ଗୁରୁ ଏବଂ ଶନିବାର ୩ ଦିନ ହେବ ଟିକାକରଣ। ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ବାସ୍ଥ୍ୟସେବା ପ୍ରଭାବତି ହେଉଛି । ତେଣୁ ଏଣିକୁ ସପ୍ତାହକୁ ୩ ଦିନି ଟିକାଦାନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ…

ଆଜି ରାଜ୍ୟରେ ୩୭ହଜାର ୭୬ ଟିକାକରଣ…

ଭୁବନେଶ୍ବର: ଆଜି ସର୍ବାଧିକ ଟିକାକରଣର କରାଯିବାର ଲକ୍ଷ୍ୟ ରହିଛି। ୪୩୬ଟି ସେସନରେ ୩୭ହଜାର ୭୬ ଟିକାକରଣ କରାଯିବ। ଭୁବନେଶ୍ୱରରେ ୧୭ଟି ସେସନରେ ୧୬୭୪ ଜଣଙ୍କର ଟିକାକରଣ ହୋଇଛି। ଏଯାବତ୍ ଭୁବନେଶ୍ୱରରେ ସର୍ବମୋଟ ୫୮୪୯ଜଣଙ୍କର ଟିକା କରଣ କରାଯାଇଛି। ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଯେଉଁଭଳି ଲୋକମାନଙ୍କ…