Odisha Link
Bridging the Missing Links in Odisha
Browsing Tag

Cure Corona Virus

କରୋନା ଦାଉରୁ ବର୍ତ୍ତିବା ପାଇଁ ୧୦ ଉପାୟ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୬୫୨୪ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଛି। ଭାରତରେ କରୋନାରେ ଆକ୍ରାନ୍ତ ସଂଖ୍ୟା ୧୧୪ ଥିବା ବେଳେ ୨ଜଣଙ୍କ ମୃତ୍ୟୁ…

କରୋନାରୁ ସୁସ୍ଥ ହେବାର ଫର୍ମୁଲା; କହିଲେ…

ୱାଶିଂଟନ: ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କଣିଥିବା କରୋନା ଭାଇରସ ପାଇଁ ସମସ୍ତେ ଭୟଭୀତ। ମାତ୍ର ଆଜି କରୋନାରୁ ସୁସ୍ଥ ହେବାର ଫର୍ମୁଲା ସମ୍ପର୍କରେ ଲୋକଙ୍କୁ କହିଛନ୍ତି ଜଣେ ଆମେରିକୀୟ ମହିଳା। ଏହି ମହିଳା ଜଣଙ୍କ କିଛି ଦିନ ଆଗରୁ କରୋନାରେ ଅକ୍ରାନ୍ତ ଥିଲେ। ଏବେ ସେ ସୁସ୍ଥ ଅଛନ୍ତି ଏବଂ କରୋନା…

ଏଚ୍.ଆଇ.ଭି ଔଷଧରେ କରୋନାରୁ ମୁକ୍ତି !

ନୂଆଦିଲ୍ଲୀ: ଅଣାୟତ୍ତ କରିଥିବା କରୋନା ଭାଇରସ୍‌ର ସଫଳ ଚିକିତ୍ସା ଦାବି କରିଛି ଥାଇଲାଣ୍ଡ। ଏଚ୍.ଆଇ.ଭି ପାଇଁ ଉଦ୍ଧିଷ୍ଟ ଔଷଧରେ କରୋନା ଭାଇରସ୍‌ର ସଫଳ ଚିକିତ୍ସା ହୋଇଥିବା ଦାବି। ଉହାନ୍‌ର ଜଣେ ୭୦ ବର୍ଷୀୟ ମହିଳାଙ୍କୁ ଏଚ୍.ଆଇ.ଭି ଔଷଧ ଦେଇ କରୋନା ମୁକ୍ତ କରାଯାଇଥିବା ନେଇ ଦାବି କରିଛନ୍ତି ବ୍ୟାଙ୍କକ୍‌…