Odisha Link
Bridging the Missing Links in Odisha
Browsing Tag

Deadboy

ଧାନ ବିଲରୁ ମିଳିଲା ନରକଙ୍କାଳ

ଓଏଲ ବ୍ୟୁରୋ: ଜମିରୁ ମିଳିଲା ନରକଙ୍କାଳ। ଏଭଳି ଖବର ଏବେ ନୂଆପଡ଼ା ରତିପାଲି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏ ନରକଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ନରକଙ୍କାଳକୁ ଜବତ କରି ପରୀକ୍ଷା ପାଇଁ ପଠାଇଛି ପୁଲିସ। ଅପରପକ୍ଷେ ଏକ ବେନାମୀ ଚିଠିକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି।…

ପୋଖରୀରୁ ମୃତଦେହ ଜବତ

ସୋର: ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଗୋପାଳପୁର ପଞ୍ଚାୟତ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରେ ଭାସୁରହୁଛି ଅଚିହ୍ନା ଶବ। ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଗୋପାଳପୁର ପଞ୍ଚାୟତ ନିକଟସ୍ଥ ପୋଖରୀରେ ଶବ ଭାସୁଥିବାର ଦେଖିବାକୁ…