Odisha Link
Bridging the Missing Links in Odisha
Browsing Tag

Dipali Das

ବିଜେଡି ବିଧାୟିକାଙ୍କ ଭାଇଙ୍କ ପିଏ ଘରେ…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଝାରସୁଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ତଥା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ। ଗତକାଲି ବିଶାଳ ଦାସଙ୍କୁ ଆଇଟି ଟିମ୍‌ ୪ ଘଣ୍ଟା ପଚରାଉଚରା କରିବା ପରେ ତେଙ୍କ ପିଏଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶାଳଙ୍କ ପର୍ସନାଲ…

ସୋସିଆଲ ମିଡିଆରେ ଲୁଙ୍ଗି ବନାମ ଧୋତି,…

ଓଏଲ୍‌ ବ୍ୟୁରୋ: ପ୍ରଚାରରେ କମ୍ପୁଛି ଗାଁ ଠୁ ସହର। ନିର୍ବାଚନ ବୈତରଣୀ ପାର କରିବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରଚାର। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁଁ ନାମାଙ୍କନ ପତ୍ର ଯାଞ୍ଚ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କ ପତ୍ର…