ସାବଧାନ! ଶୁଖୁଆ ଖାଇଲେ କ୍ୟାନ୍ସର
ଭୁବନେଶ୍ବର: ଓଡ଼ିଶାରେ, ବିଶେଷ କରି ଉପକୂଳ ଓଡ଼ିଶାରେ ବେଶ୍ ପ୍ରସିଦ୍ଧ ଶୁଖୁଆ (ଶୁଖିଲା ମାଛ) ଯୋଗୁଁ ହେଉଛି କ୍ୟାନ୍ସର ରୋଗ। ଉପକୂଳ ଓଡ଼ିଶାରୁ ସର୍ବାଧିକ ପେଟ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ ଶୁଖୁଆ ଖାଇବା ଯୋଗୁଁ ପେଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ…