Odisha Link
Bridging the Missing Links in Odisha
Browsing Tag

EDUCATION ODISHA

୧୧୧ ଟ୍ୟୁସନ ଅଧ୍ୟାପକଙ୍କ ଉପରେ ହେବ…

ଭୁବନେଶ୍ବର: ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ତତ୍ପର। ଏନେଇ ଦୁଇଦିନ ତଳେ ଘୋଷଣା କରିଥିଲେ ଆଜି ତାଲିକା ଜାରି କରିଛନ୍ତି।ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରଥମ ତାଲିକାରେ ୧୧୧ଜଣ ଅଧ୍ୟାପକଙ୍କ ନାମ ରହିଛି। ଯେଉଁମାନେ କି ସରକାରୀ କଲେଜରେ ଥାଇବି…

ପ୍ରଥମରୁ ସ୍ପୋକନ୍ ଇଂଲିଶ କ୍ଲାସ୍

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜୀ ଭାଷାରେ ଦକ୍ଷ କରିବା ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ଅଭିଭାବକମାନେ ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲରେ ଖୁବ୍‌ ଶୀଘ୍ର…

ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇଁ ମଧୁ ଆପ୍

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବୃଦ୍ଧି ଆଣିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆରମ୍ଭ କୁରୁଅଛି ମଧୁ ଆପ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ୍କୁ ଉଦ୍‌ଘାଟନ କରିବେ। ଏହି ଆପ୍‌କୁ ଉତ୍କଳ ମଣି ମଧୁସୂଧନ ଦାସଙ୍କ ନାମରେ ନାମିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ…

ଖରାଛୁଟି ବଢିବା ନେଇ କୌଣସି ନିଷ୍ପତ୍ତି…

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜ ପରେ ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକର ଖରାଛୁଟି ଶେଷ ହୋଇଥାଏ। କିନ୍ତୁ ସ୍କୁଲ କେବେ ଖୋଲିବ ସେ ନେଇ ଯେଉଁ ଦ୍ବନ୍ଦ ଦେଖାଯାଉଥିଲା ସେଥିରେ ବିରାମ ଲଗେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ। ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢିବ କି ନାହିଁ ସେ ନେଇ ସୋମବାର କିମ୍ବା…