ଓଡ଼ିଆ ଝିଅ ଲିପିକା ଚଢ଼ିଲେ ମାଉଣ୍ଟ…
ଭୁବନେଶ୍ବର: ଇତିହାସ ରଚିଲେ ଓଡ଼ିଆ ଝିଅ ଲିପିକା ସେଟ। ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ ଲିପିକା ସେଟ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍କୁ (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି…