Odisha Link
Bridging the Missing Links in Odisha
Browsing Tag

Emar Matha

ଏମାର ମଠ ଟ୍ରଷ୍ଟ ବୋର୍ଡକୁ ଅନୁମୋଦନ,…

ପୁରୀ: ବହୁ ଚର୍ଚ୍ଚିତ ଏମାର ମଠ ପାଇଁ ଜଠନ ହୋଇଛି ଟ୍ରଷ୍ଟ ବୋର୍ଡ। ୫ ଜଣ ସଦସ୍ୟ ଥିବା ଏହି ବୋର୍ଡର ଟ୍ରଷ୍ଟି ରହିଛନ୍ତି ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ। ଦେବୋଦତ୍ତର କମିଶନଙ୍କ ଠାରୁ ମଧ୍ୟ ଟ୍ରଷ୍ଟ ବୋର୍ଡକୁ ଅନୁମତି ମିଳିଥିବା ଜଣାପଡିଛି। ଫଳରେ ଏହି ବୋର୍ଡକୁ ମଠ ପରିଚାଳନା…

ଏମାର ମଠକୁ ନିଜ ହେପାଜତକୁ ନେଲା ପୋଲିସ

ପୁରୀ : ଆଜି ପୁରା ମଠକୁ ନିଜ ହେପାଜତକୁ ନେଇଛି ପୋଲିସ ପ୍ରଶାସ। ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନି। ପୁରା ମଠ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୯ ଶହ ବର୍ଷର ଏହି ପୁରୁଣା ମଠ ଉଛେଦ କାମ ଚାଲିଥିବା ବେଳେ ଗତକାଲି ଭୂତଳ ସୁଡଙ୍ଗ ଠାବ ହୋଇଥିଲା। ମଠ ଭାଙ୍ଗିବା ବେଳେ ଏହା…

ଏମାର ମଠ ଉଚ୍ଛେଦ ବେଳେ ସାମ୍ନାକୁ ଆସିଲା…

ପୁରୀ : ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ମାଟି ତଳେ ଥିବା ଏକ ଘରକୁ ଠାବ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସ୍ଥାନୀୟ ଲୋକେ ଏହାକୁ ଭୂତଳ ଘର କହୁଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁରୀର ପୁରୁଣା ମଠ ମଧ୍ୟରେ ରହିଛି ଏମାର ମଠ। କିଛି ବର୍ଷ…

ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ମଠର ଉଚ୍ଛେଦ…

ପୁରୀ : ଭଙ୍ଗା ଚାଲିଛି ଏମାର ମଠ। ତିନି ମହଲା କୋଠା ଉଛେଦ ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନିକ ଉଚ୍ଚ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ…