ବ୍ରେକ୍ଜିଟ୍: ଇଉରୋପୀୟ ସଂଘରୁ ବିଦାୟ…
ଲଣ୍ଡନ : ୟୁରୋପୀୟ ସଂଘରୁ ଆନୁଷ୍ଠାନିକ ଭାବେ ବିଦାୟ ନେଇଛି ବ୍ରିଟେନ୍। ୪୭ ବର୍ଷ ସଦସ୍ୟତା ପରେ ଶୁକ୍ରବାର ରାତି ୧୧ଟା ବେଳେ ବ୍ରିଟେନ୍ ଆନୁଷ୍ଠାନିକ ଭାବେ ଇଉରୋପୀୟ ସଂଘରୁ ବିଦାୟ ନେଇଛି। ଏହାକୁ କ ବ୍ରେକ୍ସିଟ୍ ବିଜୟ କୁହାଯାଇ ଉତ୍ସବ ପାଳନ କରାଯାଇଥିଲା। କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ…