ବୁଢା ଦେଖାଯାଉଥିବା ଫେସ୍ ଆପ୍ ବ୍ୟବହାର…
ନୂଆଦିଲ୍ଲୀ: ଫେସ୍ ଆପ୍। ଏମିତି ଏକ ଆପ୍ ଯାହା ଏବେ ସୋଶିଆଲ ମିଡ଼ିଆରେ ଟ୍ରେଣ୍ଡିଙ୍ଗ୍ କରୁଛି। ପିଲାଠୁ ବୁଢା ଯାଏଁ ଏହି ଆପ ବ୍ୟବହାର କରୁଛନ୍ତି। ସୋଶିଆଲ ମିଡ଼ିଆରେ ଚହଳ କରିଛି ଏହି ଆପ୍। ତାହାଲେ ଜାଣନ୍ତୁ ଫେସ୍ ଆପ୍ କଣ।
ଫେସ୍ ଆପ୍:
ଏହା ଏପରି ଏକ ଆପ୍ ଯେଉଁ ଆପରେ ଲୋକମାନେ ନିଜକୁ ବୁଢା…