Odisha Link
Bridging the Missing Links in Odisha
Browsing Tag

Father Kills Daughter

ଶିଶୁକନ୍ୟାର ଜୀବନ ନେଲା ବାପା

ଓଏଲ୍‌ ବ୍ୟୁରୋ : ମାନବିକତା ହରାଇ ନିଜ ଝିଅର ଜୀବନ ନେଲା ବାପା। ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଲମ୍ବଡୁରା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ରାଗ ଜର୍ଜରିତ ହୋଇ ନିଜ ୨ବର୍ଷର ଶିଶୁକନ୍ୟାକୁ ବାପା କଚାଡ଼ି ମାରିଦେଇଥିବା ଅଭିଯୋଗ। ସ୍ୱାମୀ-ସ୍ତ୍ରୀ ବିବାଦକୁ ନେଇ ଏପରି କାଣ୍ଡ ହୋଇଥିବା ସନ୍ଦେହ…

ଆଠ ବର୍ଷର ଝିଅକୁ ହତ୍ୟାକଲା ବାପା

ନୂଆପଡ଼ା: ଅନ୍ଧ ବିଶ୍ବାସର କରୁଣ ପରିଣତି। ଆଠ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟାକଲା ନୃଶଂସ ବାପା ।ମୃତକ ଝିଅ ସରିତା କେତକି। ଖବର ପାଇ ଘଟଣାସ୍ଥଳର ଖଡିଆଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖଡିଆଳ ଥାନା କୋଟାମାଲ ଗାଁର ମହେନ୍ଦ୍ର କେତକିଙ୍କର ଦୀର୍ଘଦିନ…