Odisha Link
Bridging the Missing Links in Odisha

ଶିଶୁକନ୍ୟାର ଜୀବନ ନେଲା ବାପା

ସ୍ୱାମୀ-ସ୍ତ୍ରୀ ବିବାଦକୁ ନେଇ ଏପରି କାଣ୍ଡ ହୋଇଥିବା ସନ୍ଦେହ

ଓଏଲ୍‌ ବ୍ୟୁରୋ : ମାନବିକତା ହରାଇ ନିଜ ଝିଅର ଜୀବନ ନେଲା ବାପା। ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଲମ୍ବଡୁରା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ରାଗ ଜର୍ଜରିତ ହୋଇ ନିଜ ୨ବର୍ଷର ଶିଶୁକନ୍ୟାକୁ ବାପା କଚାଡ଼ି ମାରିଦେଇଥିବା ଅଭିଯୋଗ।

ସ୍ୱାମୀ-ସ୍ତ୍ରୀ ବିବାଦକୁ ନେଇ ଏପରି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଜନ୍ମ କଲା ମାଆ କୋଳରୁ ଛଡ଼ାଇ ଆଣି ନିଜ ଝିଅକୁ  ବାପା କଚାଡ଼ି ମାରିବା ଅଭିଯୋଗ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.