Odisha Link
Bridging the Missing Links in Odisha
Browsing Tag

Father

ପାଞ୍ଚ ବର୍ଷର ପୁଅକୁ ହତ୍ୟା କଲା ବାପା

ମୟୁରଭଞ୍ଜ: ପାଞ୍ଚ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଏଭଳି ନୃଶଂସ ଘଟଣା ଘଟିଛି। ଗତକାଲି ରାତି ଦୁଇଟା ସମୟରେ ସୁଦନ ଦେହୁରୀ ନିଜର ପାଞ୍ଚ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାକାରୀ ବାପାକୁ…

ବାପାକୁ ହତ୍ୟା କଲା ପୁଅ

ରାଇରଙ୍ଗପୁର: ବାପାକୁ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ନାମ ହେଉଛି ଗୋପାଳ ନାଏକ ଏବଂ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ହେଉଛି ଜିତେନ ନାଏକ। ହତ୍ୟା ଅଭିଯୋଗରେ ଜିତେନକୁ ପୁଲିସ୍‌ ଗିରଫ କରିଛି।…

ପାଠ ପାଇଁ ପିଠିରେ ଗଧ ଲେଖି ଘରୁ ତଡିଦେଲେ…

କେନ୍ଦୁଝର: ପାଠ ପାଇଁ ଅକଥନୀୟ ଅତ୍ୟାଚାର। ୮ ବର୍ଷର ଶିଶୁକୁ ଅମାନୁଷିକଭାବେ ବାଡେଇ, ପିଠିରେ ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ। ସୂଚନାଯୋଗ୍ୟ ଯେ, ସ୍ବାମୀ ଅଶ୍ବିନୀ ବିହାରରେ ୟୁନିଅନ ବ୍ୟାଙ୍କ୍ ଅଫ୍…