କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ଖେଳିବ…
ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଏଫଆଇଏଚ୍ ହକି ପ୍ରୋ-ଲିଗ୍ ଜାନୁଆରୀ ୧୧ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରିତଯୋଗିତାରେ ମୋଟ ୧୪୪ ମ୍ୟାଚ୍ ୧୧ଗୋଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ ତାଳିକାରେ ରହିଛି ଭାରତର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ଆର୍ଜଣ୍ଟିନା, ବେଲଜିୟମ୍,…