Odisha Link
Bridging the Missing Links in Odisha
Browsing Tag

Ganjei

କେନାଲ ଭିତରକୁ ପଶିଗଲା ଗଞ୍ଜାଇ ଚାଲାଣ…

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସାମୁଏଲ ହିକ୍କାଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର-ବିନିକା ମୁଖ୍ୟ ରାସ୍ତାରେ ଏକ କାରକୁ ଅଟକାଯାଇ ତନଖି କରାଯାଉଥିବା ବେଳେ କାରଟି ଭାରାସାମ୍ୟ ହରାଇ କେନାଲ ଭିତରେ ପଶିଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବିନିକା ବ୍ଳକ ଅନ୍ତର୍ଗତ ସଂସାମୁରାପ ଛକ ପାଖରେ…

ଗଞ୍ଜେଇ ଚାଷକୁ ମିଳିବନି ଅନୁମତି

ଭୁବନେଶ୍ବର: ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ। ଏନେଇ ଲୋକସେବା ଭବନରେ ବୈଠକ ପରେ ଅବକାରୀ ସଚିବ ସୂଚନା ଦେଇଛନ୍ତି। ଗଞ୍ଜେଇର ଅନେକ ଔଷଧୀୟ ଗୁଣ ଯୋଗୁଁ ଶିଳ୍ପ ସଂସ୍ଥା ଚାଷ ପାଇଁ ପ୍ରସ୍ତାବ ଦିଅନ୍ତି। କିନ୍ତୁ ଆଇନ୍‌ ବିଭାଗ ଏ ପ୍ରସ୍ତାବକୁ ଖାରଜ କରିଛି କରିଛନ୍ତି ଅବକାରୀ ସଚିବ। ଗଂଜେଇ…