Odisha Link
Bridging the Missing Links in Odisha

ଗଞ୍ଜେଇ ଚାଷକୁ ମିଳିବନି ଅନୁମତି

ଭୁବନେଶ୍ବର: ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ। ଏନେଇ ଲୋକସେବା ଭବନରେ ବୈଠକ ପରେ ଅବକାରୀ ସଚିବ ସୂଚନା ଦେଇଛନ୍ତି। ଗଞ୍ଜେଇର ଅନେକ ଔଷଧୀୟ ଗୁଣ ଯୋଗୁଁ ଶିଳ୍ପ ସଂସ୍ଥା ଚାଷ ପାଇଁ ପ୍ରସ୍ତାବ ଦିଅନ୍ତି। କିନ୍ତୁ ଆଇନ୍‌ ବିଭାଗ ଏ ପ୍ରସ୍ତାବକୁ ଖାରଜ କରିଛି କରିଛନ୍ତି ଅବକାରୀ ସଚିବ। ଗଂଜେଇ ଚଷକୁ ଅନୁମତି ନେଇ ଆଜି ବୈଠକ ଡକାଯାଇଥିଲା। ଗଞ୍ଜେଇର ଔଷଧୀୟ ଗୁଣ ଥିବା ଦର୍ଶାଯାଇ ଅନିମତି ପାଇଁ ବୈଠକ କରାଯାଇଥିଲା।

Comments are closed.