Odisha Link
Bridging the Missing Links in Odisha
Browsing Tag

Gold Medal

ସାବାସ୍ ପ୍ରମୋଦ

ଭୁବନେଶ୍ୱର: ସୁନା ପୁଅ ପ୍ରମୋଦ। ପୁଣିଥରେ ଭାରତ ଓ ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଗୌରବ। ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଜିତିଛନ୍ତି ସ୍ୱର୍ଣ୍ଣିମ ପଦକ । ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟରେ ୬-୨୧, ୨୧-୧୪ ଓ ୨୧-୫ ସେଟରେ ଜିତିଛନ୍ତି ।…

ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ପଟିଆଲା: ଓଡ଼ିଆ ଝିଅ ଦୂତୀଙ୍କୁ ଆଉ ଏକ ସ୍ବର୍ଣ୍ଣପଦକ। ଓଡ଼ିଶାର ଅଗ୍ରଣୀ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପଟିଆଲାର ନେତାଜୀ ସୁଭାଷ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍)ରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୫ ଚାମ୍ପିୟନଶିପର ୧୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଦୂତୀ…