Odisha Link
Bridging the Missing Links in Odisha
Browsing Tag

Gopalpur

ଫେବ୍ରୁଆରି ୧୮ରେ ହେବ ପ୍ରଦୀପଙ୍କ ଆବେଦନର…

କଟକ: ଜେଲରେ ଓକିଲ ଓ ସମ୍ପର୍କୀୟଙ୍କୁ ଭେଟିବା ଅନୁମତି ପ୍ରସଙ୍ଗକୁ ନେଇ ବିଧାୟକ ପ୍ରଦୀପ ପାଣୀଗ୍ରାହୀ ଦାଖଲ କରିଥିବା ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଆସନ୍ତା ଫେବ୍ରୁଆରି ୧୮ ତାରିଖରେ ହେବ। ଆଜି ଏ ସମ୍ପର୍କୀତ ମାମଲାର ହାଇକୋର୍ଟରେ ଶୁଣାଣି ଅଧା ରହିଛି। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କୁ ତାଙ୍କ…

ଗୋପାଳପୁର ବନ୍ଦରରେ ଲାଗିଲା ବୃହତ୍‍…

ଗୋପାଳପୁର: ୧୦୫,୦୦୦ ଟନର୍‍ ଚୁନପଥର ବୋଝେଇ ପ୍ରଥମ ବୃହତ୍‍ (କେପ୍‍ ସାଇଜ୍‍) ଜାହାଜ ଅକ୍ଟୋବର ୧୨ ତାରିଖରେ ଗୋପାଳପୁର ବନ୍ଦରରେ ପହଞ୍ଚିଛି। କେପ୍‍ ସାଇଜ୍‍ ଜାହାଜ ପାଇଁ ସୁବିଧା ଥିବା ଭାରତର ଅଳ୍ପ କେତେକ ବନ୍ଦର ମଧ୍ୟରେ ଗୋପାଳପୁର ସ୍ଥାନ ପାଇ ପାରିଛି। ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଉପଭୋକ୍ତା…