Odisha Link
Bridging the Missing Links in Odisha
Browsing Tag

HIGHER EDUCATION

ଯୁକ୍ତ ୩ ପରୀକ୍ଷା ଢାଞ୍ଚାରେ ହେବ…

ଭୁବନେଶ୍ବର: ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା। ଏଣିକି ହେବ ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ। ଏଥର ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍‌ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି। ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ…

ଏଣିକି ପ୍ରଶ୍ନ ପତ୍ର ପ୍ରସ୍ତୁତ ସହ ବଢ଼ିବ…

ଭୁବନେଶ୍ୱର : ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା। ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିଲା। ଏବେ ତାହାକୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା…

ବଡ଼ଚଣା: ହଠାତ କଲେଜରେ ପହଞ୍ଚିଲେ…

ଯାଜପୁର: ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଚକିତ କରି ଅଚାନକ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ଯାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। କୌଣସି ପୂର୍ବସୂଚନା ନ ଦେଇ ମନ୍ତ୍ରୀ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବଡ଼ଚଣାରେ ଥିବା ବିଷ୍ଣୁ ସାମନ୍ତରାୟ…

ବିନା ଟ୍ୟୁସନରେ ମିଳିବନି ମାର୍କ, ଅଭିଯୋଗ…

ବ୍ରହ୍ମପୁର: ଟ୍ୟୁଶନ ପଢିବାକୁ ଆସିବେ ନାହିଁ ତ ମାର୍କ ନାଇଁ। ଏଭଳି ଧମକ ଦେଉଛନ୍ତି ଅଧ୍ୟାପକ। ଖୋଦ୍‌ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଏଭଳି ଅଭିଯୋଗ ଆଣିଛନ୍ତି। ବାଚସ୍ପତିଙ୍କ ଏଭଳି ଅଭିଯୋଗ ପରେ ଆକ୍ସନ ମୁଡରେ ଉଚ୍ଚଶିକ୍ଷା ବିଭାଗ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି…

ଅଧ୍ୟାପକଙ୍କୁ ତାଗିଦ, ୭ ଘଣ୍ଟା କାର୍ଯ୍ୟ…

ଭୁବନେଶ୍ବର: କଲେଜରୁ ଶୀଘ୍ର ଯାଇ ପାରିବେ ନାହିଁ ଅଧ୍ୟାପକ। ଏଣିକି ୫ ଘଣ୍ଟା ନୁହଁ ୭ ଘଣ୍ଟା କଲେଜରେ ରହିବେ ଅଧ୍ୟାପକ। ଏପରି ନିୟମ ଖୁବଶୀଘ୍ର କାର୍ଯ୍ୟକାରି ହେବାକୁ ଯାଉଛି। ଏନେଇ ମଧ୍ୟ ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗରୁ ବିଧିବଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ…

ଖୁବଶୀଘ୍ର ଅଧ୍ୟାପକ ପଦବୀ ପୂରଣ ହେବ:…

ଭୁବନେଶ୍ବର: ନୂତନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିବା ଅରୁଣ ସାହୁଙ୍କ ଅଧ୍ୟଷତାରେ ଆଜି ଭୁବନେଶ୍ୱର ପୁସ୍ତକ ଭବନରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ବିଦ୍ୟାଳୟ କୁଳପତି ସମ୍ମିଳନୀ। ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭିନ୍ନ ବିଶ୍ବ ବିଦ୍ୟାଳୟର କୁଳପତି ଏବଂ ଅନ୍ୟ ବରିଷ୍ଠ…