Odisha Link
Bridging the Missing Links in Odisha
Browsing Tag

home

ଟିକା ନେଲେ ମିଳିବ ୧୦ କୋଟି

ନୂଆଦିଲ୍ଳୀ: କରୋନା ଟିକା ନେଲେ ମିଳିବ ୧୦ କୋଟି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଅନେକ ସ୍ଥାନରେ ଲୋକମାନେ ଟିକା ନେବାକୁ ଅଗ୍ରାହ୍ୟ କରୁଥିବା ବେଳେ ଟିକାକରଣକୁ ଶତପ୍ରତିଶତ କରିବା ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ କୌଶଳ ଆପଣେଇଛନ୍ତି ବିଭନ୍ନ ଦେଶ। ହଂକଂରେ…

କରୋନା: ଏଣିକି ଘରେବି ପିନ୍ଧନ୍ତୁ ମାସ୍କ,…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ହୁହୁ ହେଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଭଳି ସମୟରେ କରୋନାକୁ ମାତ ଦେବା ପାଇଁ ଟିକାକରଣ ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ମାସ୍କକୁ ଭଲଭାବେ ପିନ୍ଧିବା ପାଇଁ କୁହାଯାଉଥିବା ବେଳେ ଏଣିକି ଘରେ ରହିଲେ ବି…

ଘର ଭିତରେ ପଶିଲା ହାଇଓ୍ବା, ୩ ଗୁରୁତର

ବଡ଼ବିଲ୍: ଘର ଭିତରେ ପଶିଗଲା ହାଇଓ୍ବା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ। ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଏକ ହାଇଓ୍ବା ଘର ଭିତରେ ପଶିଯାଇଛି। ଏହାଫଳରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତି…

ଘରୁ ଉଦ୍ଧାର ହେଲା ବିରାଟ କଇଁଛ

ଧାମନଗର: ଘର ଭିତରୁ ଉଦ୍ଧାର ହେଲା ବିରାଟ ସାମୁଦ୍ରିକ କଇଁଛ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗ୍ରାମର ହରି ଚରଣ ବାରିକଙ୍କ ଘର ଭିତରୁ ଏହି କଇଁଛଟି ଉଦ୍ଧାର ହୋଇଛି।ଉଦ୍ଧାର ହୋଇଥିବା କଇଁଛର ଲମ୍ବ ପ୍ରାୟ ୨ ଫୁଟ ଏବଂ ଓଜନ ୨୫-୩୫ କିଲୋଗ୍ରାମ ହେବ। ଏହା ଏକ ସାମୁଦ୍ରିକ କଇଁଛ…

ଆପଣ ଫ୍ରିଜରେ ଅଟାଚକଟା ରଖୁଛନ୍ତି କି?

ଭୁବନେଶ୍ବର : ଫ୍ରିଜ୍ ଏପରି ଏକ ଯନ୍ତ୍ର ଖାଦ୍ୟକୁ ବହୁତ ଦିନ ଯାଏ ସତେଜ କରି ରଖିବାରେ ସାହାର୍ଯ୍ୟ କରେ । ଘରେ ମା ମାନେ ଶୀଘ୍ର ବ୍ରେକଫାଷ୍ଟ ତିଆରି କରିବା ପାଇଁ ଫ୍ରିଜରେ ଅଟାକୁ ଚକଟି ରଖିଥାନ୍ତି । ସେହି ଅଟାକୁ ତାପରଦିନ ବ୍ୟବହାର କରିଥାନ୍ତି ।ବାସି ଅଟାରେ ରୁଟି ତିଆାର କରିବା କଥାନୁହେଁ,କାରଣ ଏହା…