Odisha Link
Bridging the Missing Links in Odisha
Browsing Tag

Husband Kill Wife

ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କଲା…

ମୋରଡା: ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ ଘଟିଛି। ମୃତକ ହେଲେ ବୁଦୁଲୁ କଟୁଆଳ। ପ୍ରକାଶ ଯେ, ସୋମବାର ଦିନ କୌଣସି କାରଣ ବଶତଃ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କିଛି…

ମଦ ନିଶାରେ ସ୍ତ୍ରୀର ବେକ କାଟି ହତ୍ୟାକଲା…

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ.ଭି. ୭୨ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ସ୍ତ୍ରୀର ବେକ କାଟି ହତ୍ୟାକଲା ସ୍ବାମୀ । ମୃତକ ହେଲେ ବାସନ୍ତୀ ମିସ୍ତ୍ରୀ। ସେମାନେ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀ ବିମଲ ମଦ ପିଇ ଘରକୁ ଫେରିବା ସହ ନିଜ ସ୍ତ୍ରୀ ସହ ଗଣ୍ଡଗୋଳ…

ସ୍ତ୍ରୀକୁ କୁରାଢ଼ିରେ ଛେଚି ହତ୍ୟାକଲା…

ମୟୂରଭଞ୍ଜ: ସ୍ତ୍ରୀକୁ କୁରାଢ଼ିରେ ଛେଚି ନିର୍ମମ ଭାବେ ହତ୍ୟାକଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗ୍ରାମରେ ଘଟିଛି। ଏହିମାମଲାରେ ହତ୍ୟାକାରୀ ସ୍ୱାମୀ (୫୨) ଶିବପ୍ରସାଦ ମହାନ୍ତକୁ ପୁଲିସ ଗିରଫ କରି ପଚରାଉଚୁରା କରୁଛି। ୧୭୯/୨୦ରେ ମାମଲା ରୁଜୁ କରାଯାଇ…

ସ୍ତ୍ରୀର ଗଳା କାଟିଲା ମଦ୍ୟପ ସ୍ୱାମୀ

କୋରାପୁଟ: ସ୍ତ୍ରୀର ଗଳା କାଟି ହତ୍ୟାକଲା ମଦ୍ୟପ ସ୍ୱାମୀ। ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ସଦର ଥାନା ଧଉଡ଼ାପଦର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତା ମହିଳା ଜଣଙ୍କ ହେଲେ ପାର୍ବତୀ କମାର(୨୪)। ଏହି ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ କାର୍ତ୍ତିକ ଟାକରି(୨୮)ଙ୍କୁ ଗିରଫ କରିଛି।…

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କୁଜଙ୍ଗ: କଟୁରୀରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା(ଖପଡ଼ା) ଗାଁରେ ଘଟିଛି। ମୃତ ସ୍ତ୍ରୀ ର ନାମ ପାର୍ବତୀ ତରାଇ(୩୭) ଓ ଅଭିଯୁକ୍ତ ସ୍ବାମୀ ନାମ ମେଘନାଦ ତରାଇ (୪୨)। ପତ୍ନୀହନ୍ତା ସ୍ୱାମୀ ମେଘନାଦଙ୍କୁ ଗିରଫ କରି କୁଜଙ୍ଗ ଥାନା…

ଗର୍ଭବତୀ ସ୍ତ୍ରୀକୁ ହାଣି ହତ୍ୟା କଲା…

କଙ୍କଡ଼ାହାଡ଼: କଳି ହେଲା କାଳ, ଯେଉଁଥିପାଇଁ ସ୍ତ୍ରୀଙ୍କୁ ନିଜ ଜୀବନ ହାରିବାକୁ ପଡ଼ିଲା। ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ବାମୀ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗାଁରେ। ଏହି ଘଟଣା…

ସ୍ତ୍ରୀକୁ ହତ୍ୟା କାଲା ସ୍ୱାମୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବେଲଟୁକୁରି ଗାଁରେ ଏକ ହତ୍ୟାକାଣ୍ଡ ଘଟ ଯାଇଛି । ଶିଳପୁଆ ଓ କାଠ ଫାଳିଆରେ ପିଟି ପିଟି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛି। ମୃତକଙ୍କ ନାଁ ଯୋଶଦା ସାହୁ। ତାଙ୍କ ସ୍ୱାମୀ ନାଁ ରାଜୁ ସାହୁ। ମଳିଥିବା ସୂଚନା ଅନୁଯାଇ, ଅନେକ ସମୟରେ ରାଜୁ ଓ ଯୋଶଦାଙ୍କ ମଧ୍ୟରେ ଝଗଡ଼ା…