Odisha Link
Bridging the Missing Links in Odisha
Browsing Tag

Hydrabad Encounter

ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର…

ନୂଆଦିଲ୍ଲୀ: ବିଚାର ବିଭାଗୀୟ ତଦନ୍ତ ହେବ ହାଇଦ୍ରାବାଦ ଏନକାଉଣ୍ଟର ମାମଲ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି। ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡି ଦେବା ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ନିରପେକ୍ଷ ତଦନ୍ତ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।…

ତେଲେଙ୍ଗାନା ପୁଲିସ୍‌କୁ କିନ୍ନର ମହାସଂଘର…

ଭୁବନେଶ୍ୱର: ହାଇଦ୍ରାବାଦରେ 'ଦିଶା' ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ଘଟଣାକୁ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ସ୍ବାଗତ ଏବଂ ସମର୍ଥନ କରାଯାଇଛି। ଆଜି ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନରଙ୍କ ନେତୃତ୍ୱରେ ପ୍ରାୟ ୧୦୦ ଜଣ କିନ୍ନର ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ…

ଏନକାଉଣ୍ଟର ମାମଲାରେ ତଦନ୍ତ ଆରମ୍ଭ କଲା…

ନୂଆଦିଲ୍ଲୀ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟରରେ ମାରିଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣା ନିମନ୍ତେ ପୁଲିସ ବିରୋଧରେ ୨ ଜଣ ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହ ସମ୍ପୃକ୍ତ ପୁଲିସ…

ଆତ୍ମରକ୍ଷା ପାଇଁ ଏନ୍‌କାଉଣ୍ଟର: ସିପି

ହାଇଦ୍ରାବାଦ: ଆଜି ସକାଳୁ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗରେ ଗିରଫ ୪ ଯୁବକଙ୍କୁ ପୁଲିସ୍‌ ଏନକାଉଣ୍ଟରରେ ମାରି ଦେଇଥିବା ଖବର ଚାରିଆଡ଼େ ଖେଳି ଯାଇଥିଲା। ଏହାକୁ ନେଇ ପୂରା ଦେଶରେ ଆରମ୍ଭ  ହୋଇଯାଇଛି ତର୍କ ବିତର୍କ । ତେବେ ପୁଲିସ୍‌…

ଏନ୍‌କାଉଣ୍ଟର ଘଟଣା ପାଇଁ ତଦନ୍ତ…

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ଆଜି ପ୍ରତ୍ୟୁଷରେ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ତେବେ, ପୁଲିସ୍‌ର ଏହି ଏନ୍‌କାଉଣ୍ଟର ଘଟଣାରେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆରସି) ନିଜ ତରଫରୁ ଏକ…

ହାଇଦ୍ରାବାଦ୍‌ ଏନକାଉଣ୍ଟର: ସମର୍ଥନ…

ଭୁବନେଶ୍ବର: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟର ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି। ପ୍ରତାପ ଜେନା…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର:…

ନୂଆଦିଲ୍ଲୀ: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏନ୍‌କାଉଣ୍ଟରକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପ୍ରତିକ୍ରିୟା ଦେଇଛନ୍ତି। ପୁଲିସ୍‌ର ଏଭଳି ଏନକାଉଣ୍ଟର ପାଇଁ…

ହାଇଦ୍ରବାଦ୍‌ ଏନକାଉଣ୍ଟର: ପୁଲିସ ଉପରେ…

ହାଇଦ୍ରାବାଦ: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ହେଲେ ଦୁଷ୍କର୍ମ ହୋଇଥିବା ସ୍ଥାନରେ ଆଜି ପୁଲିସ ପହଞ୍ଚିବା ପରେ ଲୋକମାନେ ଏକଜୁଟ…