ISI ହେପାଜତରେ ଭାରତୀୟ ଦୂତବାସର ୨…
ନୂଆଦିଲ୍ଲୀ: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତବାସର ୨ ଅଫିସର ସକାଳୁ ନିଖୋଜ ଅଛନ୍ତି। ଜାତୀୟ ଗଣମାଧ୍ୟମ ଏନଡି ଟିଭିରେ ପ୍ରକାଶିତ ଖବର ଅନୁଯାୟୀ, ୨ ନିଖୋଜ ଅଫିସର ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଅଧୀନରେ ଅଛନ୍ତି।
ଏହା ପୂର୍ବରୁ ସକାଳେ ନିଖୋଜ ହେବାର ଖବର ପ୍ରକାଶ ପାଇଥିଲା। ପାକିସ୍ତାନ…