Odisha Link
Bridging the Missing Links in Odisha
Browsing Tag

Indian National Flag

ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିର: ଆଜି ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିଛି। ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ। ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡ଼ରେ କ୍ୟାମ୍ପ ଗଢ଼ିଲେ ଯବାନ। ଲାଲଗଡ଼ରେ ସୁରକ୍ଷା ବାହିନୀର ବଡ଼ ସଫଳତା। ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି।…

ଚର୍ଚ୍ଚାରେ ଅମୃତସରର ଶିକ୍ଷକ, ତିଆରି କଲେ…

ନୂଆଦିଲ୍ଲୀ: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଅମୃତସରର ଜଣେ ସରକାରୀ ସ୍କୁଲର ଶିକ୍ଷକ ଅଭିନବ ଉପାୟରେ ତିଆରି କରିଛନ୍ତି ଜାତୀୟ ପତାକା। ଏହି ଶିକ୍ଷକ ଜଣକ ହେଉଛନ୍ତି ପଞ୍ଜାବର ବଲଜିନ୍ଦର ସିଂ।…

୨୬ଟି ରେଳଷ୍ଟେସନରେ ଉଡ଼ିବ ଜାତୀୟ ପତାକା,…

ଭୁବ‌ନେଶ୍ବର: ଏଣିକି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଗୁଡ଼ିକରେ ଲାଗିବ ଜାତୀୟ ପତାକା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନଗୁଡ଼ିକରେ ମନୁମେଣ୍ଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି।…