ଆମେରିକାରେ ଅଦିନିଆ ରଥାଯାତ୍ରା, ଦାମୀ…
ଆମେରିକା: ପୁଣିଥରେ ବିଦେଶ ମାଟିରେ ଅଦିନରେ ପାଳନ ହେଲା ରଥାଯାତ୍ରା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଟୋବର ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋର ଠାରେ ପାଳିତ ହୋଇଥିବା ସ୍ଥାନୀୟ ଇସ୍କନ୍ ସଂଗଠନର ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହା ଜଣାପଡ଼ିଛି।…