Odisha Link
Bridging the Missing Links in Odisha
Browsing Tag

ISRO chairman K Sivan

୨୦୨୨ରେ ହେବ ଚନ୍ଦ୍ରଯାନ-୩ର ଉତକ୍ଷେପଣ:…

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୨ର ଉତକ୍ଷେପଣ ପରେ ୨୦୨୦ ଏପ୍ରିଲରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ ନେଇ ଯୋଜନା କରିଥିଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)। ମାତ୍ର କରୋନା ମହାମାରୀ ପାଇଁ ଏହା ସମ୍ଭବ ହୋଇପାରିନଥିଲା।ଏବେ ଭାରତର ଚନ୍ଦ୍ରକୁ ଯିବାର ତୃତୀୟ ମିଶନ ଚନ୍ଦ୍ରଯାନ-୩ ୨୦୨୨ରେ ଲଞ୍ଚ କରାଯିବାର…

ମହାକାଶକୁ ଯିବ ଲେଡି ‘ବ୍ୟୋମିତ୍ରା’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୨ ସୁଦ୍ଧା ମହାକାଶକୁ ମାନବ ପଠାଇବା ପାଇଁ ଲକ୍ଷ୍ୟ ରଖିଛି। ତେବେ ଏହି ଲକ୍ଷ୍ୟର ପ୍ରଥମ ସୋପାନ ଅନ୍ତର୍ଗତ ଇସ୍ରୋ ପକ୍ଷରୁ ପ୍ରଥମେ ମହାକାଶକୁ ମାନବ ସଦୃଶ ଏକ ରୋବଟ୍‌ (ହ୍ୟୁମାନଏଡ୍‌) ପଠାଯିବ। ଆଜି ଇସ୍ରୋ ପକ୍ଷରୁ ଏହି ରୋବଟ୍‌ର…

ଚନ୍ଦ୍ରଯାନ-୩ ପାଇଁ କେତ ଟଙ୍କା ମାଗିଲା…

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ର ହାର୍ଡ ଲ୍ୟାଣ୍ଡିଙ୍ଗ ଯୋଗୁଁ ଶତ ପ୍ରତିଶତ ସଫଳତା ମିଳିପାରିନଥିଲା। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏବେ ଚନ୍ଦ୍ରଯାନ-୩ର ପ୍ରସ୍ତୁତି ଆରମ୍ଭ କରୁଛି। ଏହି ମିଶନ ପାଇଁ ଇସ୍ରୋ ମୋଟ୍‍ ୬୬୬ କୋଟି ଟଙ୍କାର ବଜେଟ୍‍ ଧାର୍ଯ୍ୟ କରିଥିବା ବେଳେ ପ୍ରଥମ…

୨୦୨୧ ରେ ମହାକାଶ ଯିବେ ଭାରତୀୟ…

ଭୁବନେଶ୍ୱର: ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ମ୍ୟାନ୍‌ଡ୍‌ ମିଶନ ଏବଂ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ୍‌ ମିଶନ କରି ଇତିହାସ ରଚିବ ଭାରତ। ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ ବେଳେ…

ଆସୁଛନ୍ତି ରକେଟ ମ୍ୟାନ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରକେଟ ମ୍ୟାନ କେ.ଶିବନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଶିବନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।