Odisha Link
Bridging the Missing Links in Odisha
Browsing Tag

jagatpur

କଟକରେ ନକଲି ସିମେଣ୍ଟ ଜବତ

କଟକ: ପୁଣି କଟକରୁ ନକଲି କାରଖାନ ଠାବ। ନକଲି ସିମେଣ୍ଟ କାରଖାନାର ଗୋଦାମ ଘରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ ମଧ୍ୟ କରାଯାଇଛି। ପ୍ରକାଶ ଯେ, କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ…

ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: କଟକରେ ପୁଣି ଏକ ନକଲି କଳକାରଖାନାକୁ ଜବତ କରାଯାଇଛି। ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଛି ଜଗତପୁର ଥାନା ପୁଲିସ। ତାସହ ଜଣଙ୍କୁ ଅଟକ ରଖା ଯାଇଛି। ସୂଚନାନୁଯାୟୀ, ପୁଲିସ ଚଢ଼ାଉ ସମୟରେ ମେସିନ୍‌ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ…

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ଜଗତପୁର: ଜଗତପୁର ଖଇରା ପୋଲ ଉପରେ ସାଲେପୁରରୁ କଟକ ଆସୁଥିବା ଏକ ଦଶଚକିଆ ଟ୍ରକ ପଛପଟୁ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଜଣକ ପାର୍ଶ୍ବରେ ଆସୁଥିବା ଏକ କାରରେ ପିଟି ହୋଇ ଟ୍ରକର ପଛ ଚକ୍କା ସାମ୍ନାରେ ପଡ଼ିଥିଲେ ଏବଂ ବାଇକ ଚାଳକଙ୍କ ମୁଣ୍ତ ଉପରେ ଟ୍ରକଟି ଚଢ଼ି ଚାଲିଯାଇଥିଲା। ଘଟଣାସ୍ଥଳରେ…