Odisha Link
Bridging the Missing Links in Odisha
Browsing Tag

Jammu

ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ…

ଓଏଲ୍‌ ବ୍ୟୁରୋ : ଯବାନଙ୍କୁ ମିଳିଲା ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ଆତଙ୍କବାଦୀ। ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ। ସୂଚନା ଅନୁସାରେ ଟ୍ରକରେ ବିପୁଳ ମାରଣାସ୍ତ୍ର ଧରି ଆସିବା ପରେ ଘରେ ଲୁଚିଥିଲେ ଆତଙ୍କବାଦୀ। ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା…

ଜାମ୍ମୁରୁ ୭ କିଲୋ ଆଇଇଡି ଜବତ

ଜାମ୍ମୁ: ଗତକାଲି ପୁଲୱାମା ଆକ୍ରମଣକୁ ଦ୍ବିତୀୟ ବର୍ଷ ପୂରିଥିବା ବେଳେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଗତକାଲି ଜାମ୍ମୁ ବସଷ୍ଟାଣ୍ଡ ନିକଟରୁ ସୁରକ୍ଷାକର୍ମୀମାନେ ୭କିଲୋଗ୍ରାମ ବିସ୍ଫୋରକ (ଆଇଇଡି)ଜବତ କରିଛନ୍ତି। ଏହି ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଅଭିଯୋଗରେ ୪…

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ପୁଲୱାମା : କଶ୍ମୀରର ପୁଲୱାମା ଜିଲ୍ଲାର ଅୱନ୍ତିପୋରା ଠାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁ ମୁହିଁ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତ୍ମସମର୍ପଣ କରିଛି । ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ…

କୁଲଗାମରେ ଏନକାଉଣ୍ଟର: ୨ ଆତଙ୍କବାଦୀ…

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁଲଗାମ ଚିଙ୍ଗାମ ସେକ୍ଟରରେ ମାଓବାଦୀଙ୍କ ସହ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ଆଜି ସକାଳେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏଥିସହ ଘଟଣାସ୍ଥଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ…

ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ…

ନୂଆଦିଲ୍ଲୀ: ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ ଏକ ସୁଡଙ୍ଗ ଠାବ କରିଛି ବିଏସ୍‌ଏଫ୍। ଏକ ସୁଡ଼ଙ୍ଗ ଠାବ ହୋଇଥିବା ନେଇ ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଭାରତୀୟ ପାର୍ଶ୍ବର ସୀମାନ୍ତ ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏହି ସୁଡ଼ଙ୍ଗଟିକୁ ଗୁରୁବାର ଦିନ ଜମ୍ମୁର ସାମ୍ବା ସେକ୍ଟର୍‌ରେ ବିଏସ୍ଏଫ୍…