Odisha Link
Bridging the Missing Links in Odisha
Browsing Tag

Job

ଭାରତରେ ଲକ୍‌ଡାଉନ୍: ଚାକିରି ହରାଇଛନ୍ତି…

ନୂଆଦିଲ୍ଲୀ: ବିଶ୍ବ ମହମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ କଟକଣା। କରୋନାକୁ ପ୍ରତିହତ କରିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଛି ସତ ‌ହେଲେ ଦେଶବାସୀଙ୍କ ଜନଜୀବନକୁ ଖୁବ ପ୍ରଭାବିତ କରିଛି। ଏହି ସମୟ ମଧ୍ୟରେ ଦେଶର…

ଦେଶରେ ୨୭.୧%କୁ ବୃଦ୍ଧି ପାଇଲା ବେକାରି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍‌। ଏପରିକି କେତେକ ସ୍ଥାନରେ ସଟ୍‌ ଡାଉନ୍‌ ହୋଇଛି ମଧ୍ୟ। ବର୍ତ୍ତମାନ ସମୟରେ ଜୀବନ ଯାତ୍ରା ଏକଦମ୍‌ ଠପ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାରି ମଧ୍ୟରେ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି। ଗତ ଏପ୍ରିଲ୍‌ ମାସରେ ଦେଶର ବେକାରି…