କେରଳ: ବିଜେପିରେ ସାମିଲ ହେଲେ ହାଇକୋର୍ଟର…
ଥିରୁଅନନ୍ତପୁରମ୍: ବାଜିଲାଣି ନିର୍ବାଚନୀ ବିଗୁଲ। ଆଉ ମାସକ ପରେ ଅନୁଷ୍ଠିତ ହେବ କେରଳ ବିଧାନସଭା ନିର୍ବାଚନ। ଏହାପୂର୍ବରୁ କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ପିଏନ୍ ରବିଚନ୍ଦ୍ରନ, ବି ଚିତାମ୍ବେରେଶ ରବିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ରବିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା…