Odisha Link
Bridging the Missing Links in Odisha
Browsing Tag

JP Nadda

ଜଗତ ପ୍ରକାଶ ନଡ୍ଡା ବିଜେପି ଅଧ୍ୟକ୍ଷ,…

ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ସଭାପତି। ନିଦ୍ୱର୍ନ୍ଦ୍ୱରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି। ଜେପି ନଡ୍ଡାଙ୍କୁ ଓଡ଼ିଶାର ସମସ୍ତ ବିଜେପି ସାଂସଦ ସମର୍ଥନ ଜଣାଇଥିଲେ। ଏହାସହ ଜାତୀୟ ପରିଷଦର ସଦସ୍ୟ ମଧ୍ୟ ସମର୍ଥନ ଜଣାଇଥିଲେ।…

ଜେପି ନଡ୍ଡା ହେବେ ରାଷ୍ଟ୍ରୀୟ ବିଜେପି…

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ। ଏହି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ହେବ ସହ ଭୋଟ୍ ହେବ। ଅନ୍ୟପଟେ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ସେ ନିର୍ଦ୍ୱନ୍ଦ୍ୱରେ ଏବଂ ସର୍ବସମ୍ମତି କ୍ରମେ ଏହି…

କୋଲକାତା: ସିଏଏ ସପକ୍ଷରେ ବିଜେପିର ରାଲି,…

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଜଣାଇ କୋଲକାତାରେ ରାଲି କରିଛି ଭାରତୀୟ ଜନତା ପାର୍ଟି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଏହାପରେ ନଡ୍ଡା ଏକ ବିଶାଳ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ରାଲିର ଶେଷରେ ଏକ ସଭାର ଆୟେଜନ…

ଓଡ଼ିଶା ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆରଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ ରହିବେ ବୋଲି…