Odisha Link
Bridging the Missing Links in Odisha
Browsing Tag

Jual Oram

ଜୁଏଲ୍ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ସାଂସଦ ଜୁଏଲ୍ ଓରାମ୍‌ଙ୍କୁ କରୋନା। ଜୁଏଲ୍ ଓରାମ୍‌‌ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା "ଆମ ଜନଜାତି"ର ଦ୍ବିତୀୟ ସଂସ୍କରଣ ଆଜି ମଧ୍ଯାହ୍ନରେ ଲୋକାର୍ପିତ ହୋଇଛି। ଉତ୍ତରଓଡ଼ିଶାର ଗଣପର୍ବ ମକର ସଂକ୍ରାନ୍ତି ତଥା ଟୁସୁ ପର୍ବ ପରିପ୍ରେକ୍ଷୀରେ ଦ୍ବିତୀୟ ସଂସ୍କରଣ ପ୍ରକାଶିତ ହୋଇଛି। ସାମ୍ପ୍ରତିକ କରୋନା ପରିସ୍ଥିତିକୁ…

ନବୀନଙ୍କୁ ଜୁଏଲଙ୍କ ଚିଠି: ମୃତ…

ଭୁବନେଶ୍ବର: ରାଜ୍ୟରେ କରୋନା ଲଢ଼େଇରେ ସାମିଲ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସହାୟକଙ୍କ ସେମାନଙ୍କୁ ଶହୀଦର ଆଖ୍ୟା ଦିଆଯିବ ଓ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଏପ୍ରିଲ ୨୨ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଣୁ ସେହି ଆଧାରରେ ସୁନ୍ଦରଗଡ଼ର ମୃତ ଆଶାକର୍ମୀ ନିର୍ମଳା ସୋରେଙ୍ଗଙ୍କୁ ସମ୍ମାନ…

ତପସ୍ବିନୀ ଏକ୍ସପ୍ରେସ୍‌ ବିଳମ୍ବ ଯୋଗୁଁ…

ଅନୁଗୁଳ: ଇଞ୍ଜିନରେ ତ୍ରୁଟି ଯୋଗୁଁ ତପସ୍ବିନୀ ଏକ୍ସପ୍ରେସ୍ ଏବେ ପାଖାପାଖି ୬ ଘଣ୍ଟା ୪୭ ମିନିଟ ବିଳମ୍ବରେ ଚାଲୁଥିବାର ଖବର ମିଳିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଟୁଇଟ ଜରିଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଥିବା ଜଣାଇଛନ୍ତି।…