Odisha Link
Bridging the Missing Links in Odisha
Browsing Tag

Karnatka

କର୍ଣ୍ଣାଟକ: ଅଯୋଗ୍ୟ ଲଢ଼ିପାରିବେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କ ମାମଲାର ଶୁଣାଣି ହୋଇଛି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏନ.ଭି ରମଣା କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ଏଥିସହ ବାଚସ୍ପତି ଅଯୋଗ୍ୟ ବିବେଚିତ କରିଥିବା ବିଧାୟକୟଙ୍କୁ…

ଦିଲ୍ଲୀରେ କର୍ଣ୍ଣାଟକ ବିଜେପି ନେତା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚହଳ ପକାଇଛି କର୍ଣ୍ଣାଟକ ରାଜନୀତି। କେଉଁ ମୁହୂର୍ତ୍ତରେ କଣ ହେବ କାହାକୁ ଜଣା ନାହିଁ। କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଢ଼ିବାକୁ ପ୍ରୟାସ ଆରମ୍ଭ କରିଛି। ହେଲେ କେନ୍ଦ୍ର ନେତୃତ୍ୱଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛି ଦଳ।…

କର୍ଣ୍ଣାଟକ: ଆଜି ବିଧାନସଭାରେ ସୁପର ଓଭର

ବେଙ୍ଗାଲୁରୁ: ଜୁଲାଇ ୬ରୁ ଦୀର୍ଘ ୧୨ ଦିନ ଧରି ଚାଲିଛି କର୍ଣ୍ଣାଟକରେ ରାଜନୈତିକ ଡ୍ରାମା। ଆଜି ଅନ୍ତ ହେବ ୧୨ ଦିନର ଡ୍ରାମା। ଆଜି କୁମାରସ୍ୱାମୀ-କଂଗ୍ରେସର ମିଳିତ ସରକାର ଆସ୍ଥା ଭୋଟର ସାମ୍ନା କରିବ। ଏଭଳି ସ୍ଥିତିରେ ଯଦି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହେବ ନାହିଁ ଏବଂ ସେମାନେ ଆସ୍ଥା ଭୋଟରେ…