Odisha Link
Bridging the Missing Links in Odisha
Browsing Tag

Kashmir

ଆଜି ଏଲ୍‌ଓସି ଅଞ୍ଚଳକୁ ଯାଇପାରନ୍ତି ରାୱତ

ନୂଆଦିଲ୍ଲୀ: କଶ୍ମୀର ଗସ୍ତରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ। ଆଜି କଶ୍ମୀରରେ ରାଓ୍ବତଙ୍କ ଦ୍ବିତୀୟ ଦିନ। ଆଜି ବି ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ ସୁରକ୍ଷା ବନ୍ଦୋବସ୍ତକୁ ତଦାରଖ କରିବେ ଜେନେରାଲ୍ ରାୱତ। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ଯୋଜନା ବି ରହିଛି।…

ଆଜି କଶ୍ମୀର ଯିବେ ରାହୁଲ, ଜମ୍ମୁ-କଶ୍ମୀର…

ଶ୍ରୀନଗର: ଆଜି କଶ୍ମୀର ଗସ୍ତରେ ଯିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କଶ୍ମୀର ଗସ୍ତରେ ଯାଉଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଆଜି କଶ୍ମୀର ଯାତ୍ରା କରିବେ।…

ସମ୍ପୂର୍ଣ୍ଣ କଶ୍ମୀର ଦାବି କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ହଟାଯିବା ପରେ ପାକିସ୍ତାନ ଅଶାନ୍ତ ହୋଇଉଠିଛି। କଶ୍ମୀରରେ ଆତଙ୍କବାଦର କାୟାବିସ୍ତାର ପାଇଁ ଏବେ ପାକିସ୍ତାନ ପାଖରେ ସୁଯୋଗ ନ ଥିବାରୁ ବିବ୍ରତ ହୋଇ ଜାତିସଂଘର ଦ୍ବାହି ଦେଉଛି ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ…

କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା…

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ କଶ୍ମୀର ପ୍ରସଙ୍ଗ। କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପଙ୍କ ବିବୃତି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର…