Odisha Link
Bridging the Missing Links in Odisha
Browsing Tag

Khageswar Patra

 ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଗିରଫ

ଓଏଲ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର ଗିରଫ। ଗତକାଲି ଖଗେଶ୍ବର ଘରେ ଚଢ଼ାଉ ପରେ ଆଜି ଗିରଫ କରିଛଇ ଇଡି। ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାରବାର ପ୍ରମାଣ ମିଳିଛି ୫ ଟି ଆକାଉଣ୍ଟରୁ । ଅର୍ଚ୍ଚନାଙ୍କ ଗିରଫଦାରୀ ପରେ, ପାଖାପାଖି ୫୦ ଲୋକେସନରେ…