Odisha Link
Bridging the Missing Links in Odisha
Browsing Tag

Kiss University

ତିନି ଅସହାୟ ଶିଶୁଙ୍କୁ ସହାୟତାର ହାତ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ୍। ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ପରେ ଏହି ତିନି ଶିଶୁ ଅନାଥ ହୋଇଯିବା ସହ…

ବଲାଙ୍ଗିରରେ କିସ୍ ଶାଖା, କାଲି ଉଦଘାଟନ

ବଲାଙ୍ଗିର: ଆସନ୍ତା କାଲି ଉଦ୍‌ଘାଟିତ ହେବ ବଲାଙ୍ଗିରରେ କିସ୍‌ର ଦ୍ବିତୀୟ ଶାଖା। ପୃଥିବୀର ପ୍ରଥମ ସମ୍ପୂର୍ଣ୍ଣ ଆବାସିକ ଏବଂ ସମ୍ପୂର୍ଣ୍ଣ ନିଶୁଳ୍କ କିସ୍ ଆଦିବାସୀ ବିଶ୍ୱ ବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଏଲ ସାଇନ୍ସ (କିସ) ବଲାଙ୍ଗିର ଶାଖା ଗତକାଲି ଉଦ୍‌ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ…

ଓଡ଼ିଶା ଶିକ୍ଷା ସମ୍ମାନ: ଶ୍ରେଷ୍ଠ…

ଭୁବନେଶ୍ବର: ଓଡ଼ିଶା ଶିକ୍ଷା ସମ୍ମାନ ୨୦୧୯ରେ ସମ୍ମାନିତ ହୋଇଛି କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋଶିଆଲ ସାଇନସ୍‌ ( କିସ୍‌ ବିଶ୍ବବଦିଦ୍ୟାଳୟ)। ଓଡ଼ିଶାର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନକୁ ଚୟନ କରିଛନ୍ତି ସମ୍ମାନ ଚୟନ କମିଟି ସଦସ୍ୟ। ଏହି ଅବସରରେ କିସ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାର…