Odisha Link
Bridging the Missing Links in Odisha
Browsing Tag

Konark Sun Temples

ସୂର୍ଯ୍ୟ ମନ୍ଦିରର ଲେଜର ସ୍କାନିଂ ଆରମ୍ଭ

କୋଣାର୍କ: ଏଏସଆଇ ପକ୍ଷରୁ କୋଣାର୍କ ମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ କାମ ପୁଣି ଆରମ୍ଭ ହୋଇଛି। ମନ୍ଦିରର ମୂଳରୁ ଚୂଳ ଯାଏଁ ବିଭିନ୍ନ ଅଂଶକୁ ବିଶେଷଜ୍ଞମାନେ ଡ୍ରୋନ କ୍ୟାମେରା ଜରିଆରେ ଲେଜର ସ୍କାନିଂ କରିଛନ୍ତି। ପ୍ରତି ପୀଢି, ପୋଟଳ ଓ ଚୂଡାର ବିଭିନ୍ନ ଅଂଶର ଫଟୋ ଡ୍ରୋନ ସହାୟତାରେ ଉଠାଯାଇଛି। ଡ୍ରୋନ…

ସ୍ବର୍ଯ୍ୟମନ୍ଦିର ୧୦୦% ସୁରକ୍ଷିତ

କୋଣାର୍କ : ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଆମିକସ୍‌ କ୍ୟୁରି ସୂଚନା ଦେଇଛନ୍ତି। ସୂର୍ଯ୍ୟ ମନ୍ଦିର ୧୦୦ ପ୍ରତିଶତ ସୁରକ୍ଷିତ ରହିଛି। କେମିକାଲ ଟ୍ରିଟ୍‌ମେଣ୍ଟ ପରେ ଫେବୃଆରୀ ସୁଦ୍ଧା ଲୁହା ପାଇପ୍‌ ଖୋଲାଯିବ ବୋଲି କ୍ୟୁରି କରିହଛନ୍ତି।

ଲୁହା ଭାରା ମୁକ୍ତ ହେବ କୋଣାର୍କ ସୂର୍ଯ୍ୟ…

ପୁରୀ: ଲୁହା ଭାରା ମୁକ୍ତ ହେବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ…