Odisha Link
Bridging the Missing Links in Odisha
Browsing Tag

Kumbha Mela

କୁମ୍ଭମେଳା ‘ପ୍ରତୀକାତ୍ମକ’ ହେଉ: ମୋଦି

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦେଶରେ ହୁହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ସ୍ଥିତି ସଂଘାତିକ ହୋଇ ପଡିଛି। କୁମ୍ଭମେଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ପ୍ରତୀକାତ୍ମକ’ ଭାବେ କୁମ୍ଭମେଳା…

ଚିନ୍ତା ବଢାଇଲା କୁମ୍ଭମେଳା: ୭୦୦୦ରୁ…

ଡେରାଡୁନ: କାୟା ମେଲାଉଛି ମହାମାରୀ କରୋନା। ଦେଶରେ ହୁହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରୁ ସ୍ଥିତି ସଂଘାତିକ ହୋଇ ପଡିଛି। କୁମ୍ଭମେଳାରେ ସାଧାରଣ ଲୋକ ଏବଂ ସେଠାକୁ ଆସିଥିବା ସନ୍ଥମାନେ କରୋନା ନିୟମି ଫୁ…