Odisha Link
Bridging the Missing Links in Odisha
Browsing Tag

LAC

୨୦ ଭାରତୀୟ ସେନା ସହିଦ, ୪୩ ଚୀନ ଯବାନ…

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଭାରତ ଓ ଚୀନ ମଧ୍ୟରେ ସୋମବାର ରାତିରେ ସଂଘର୍ଷରେ ପ୍ରଥମେ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ସେହିପରି ୪ରୁ ୫ ଜଣ ଚୀନ ସେନା ମଧ୍ୟ ଏହି ଗଣ୍ଡଗୋଳରେ ମୃତ୍ୟୁବରଣ କରିଥିଲେ। ମାତ୍ର ଏହି ସଂଖ୍ୟା କଥିତ…

ପିଏମ୍‌ ମୋଦି ଭଲ ମୁଡରେ ନାହାନ୍ତି:…

ଓ୍ବାଶିଂଟନ୍: କିଛିଦିନ ହେବ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଦେଖିବାକୁ ମିଳିଛି। ଏପରିକି ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍‌ ୨ ଦେଶର ବିବାଦ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ନିରନ୍ତର ଆଲୋଚନା କରୁଛନ୍ତି। ବର୍ତ୍ତମାନ ସମୟରେ ପିଏମ୍‌ ମୋଦୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ,…

ଭାରତ-ଚୀନ ସୀମା ବିବାଦ: ଟ୍ରମ୍ପଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ବର୍ତ୍ତମାନ ଭାରତ ଓ ଚୀନ ସୀମା ବିବାଦ ସବୁଠାରୁ ଚର୍ଚ୍ଚାର ବିଷୟ। ଅନ୍ୟପଟେ ସୀମା ବିବାଦ ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଉତ୍ତର ଦେଇ…