ଏନିସିପିର ଗୁରୁତ୍ବପୂର୍ଣ୍ଣ ବୈଠକରେ…
ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା। କାରଣ କିଛି ଦିନ ହେବ ଖୁବ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ନେତା ଅଜିତ ପାଓ୍ବାର ଦଳ ଛାଡ଼ି ନିଜର ସମର୍ଥକଙ୍କୁ ସାଥିରେ ନେଇ ଭାଜପାରେ ସାମିଲ ହେବେ। ଏସବୁ ଚର୍ଚ୍ଚା ଲାଗି ରହିଥିବା ମଧ୍ୟରେ ଅଜିତ…