Odisha Link
Bridging the Missing Links in Odisha
Browsing Tag

Maoists

ଏନକାଉଣ୍ଟରରେ ୪ ମାଓବାଦୀ ମୃତ

ଭବାନୀପାଟଣା: ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ମୃତ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଏସପି ଏନେଇ ସୂଚନା ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏନକାଉଣ୍ଟର କରାଯାଇଥିଲା। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଓ କନ୍ଧମାଳ ସୀମାଞ୍ଚଳରେ ମାଓବାଦୀଙ୍କ ତାଣ୍ଡବଲୀଳା ବହୁ…

ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମୋବାଇଲ୍‌…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତ ଅରାପଦର ଗ୍ରାମବାସୀଙ୍କୁ ମାଓବାଦୀ ଧମକ ଦେଇଛନ୍ତି। ମୋବାଇଲ ବ୍ୟବହାର ନକରିବାକୁ ତାଗିଦ୍‍ କରି ପୋଷ୍ଟର ମାରିଥିବା ଜଣାପଡ଼ିଛି। ଲୋକମାନେ କାହାରିକୁ ଫୋନ ନକରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହି ଗାଁରେ…

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ…

ମାଲକାନଗିରି : ମାଲକାନାଗିରିରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ୨ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବିଶାଖାପାଟଣା ଜିଲ୍ଲା କୋରୁକୋଣ୍ଡା ଥାନା ଭିରାଭରମ ଗାଁରେ ଘରେ ପଶି ୨ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ପାଙ୍ଗି ସତୀବାବୁ ଓ ଗାମେଲା ଭାସ୍କର ।…