Odisha Link
Bridging the Missing Links in Odisha

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନାଗିରିରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ୨ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବିଶାଖାପାଟଣା ଜିଲ୍ଲା କୋରୁକୋଣ୍ଡା ଥାନା ଭିରାଭରମ ଗାଁରେ ଘରେ ପଶି ୨ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ପାଙ୍ଗି ସତୀବାବୁ ଓ ଗାମେଲା ଭାସ୍କର ।
ଗତକାଲି ରାତିରେ ୧୧ରୁ ୧୨ ଜଣ ମାଓବାଦୀ ଆସି ହତ୍ୟା କରିଛନ୍ତି । ହତ୍ୟା ପରେ ଘଟଣାସ୍ଥଳରେ ହାତଲେଖା ପୋଷ୍ଟର ଛାଡିଛନ୍ତି ମାଓବାଦୀ ।

Comments are closed.