ଦିଲ୍ଲୀ ନିର୍ବାଚନ: ଚାଲିଛି ମତଦାନ,…
ନୂଆଦିଲ୍ଲୀ: ଦିଲ୍ଲୀ ସିଂହାସନ ପାଇଁ ଚାଲିଛି ମତଦାନ। ଆଜି ସନ୍ଧ୍ୟା ୬ଟାରା ସରିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା। ହେଲେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ସରିନି ବାକ୍ ଯୁଦ୍ଧ। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା…