Odisha Link
Bridging the Missing Links in Odisha
Browsing Tag

Money sized

ରାଜଧାନୀରେ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ତପୋବନ ପେଟ୍ରୋଲପମ୍ପ ନିକଟରୁ ଆଜି ୩୦ ଲକ୍ଷ ଟଙ୍କା ସହ ଜଣେ ଯୁବକ ଅଟକ ରଖାଯାଇଛି। ଟଙ୍କା ସହ ମହାବୀର ପ୍ରସାଦ ଦାସ ନାମକ ଯୁବକଙ୍କୁ ଖଣ୍ଡଗିରି ପୁଲିସ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ଯୁବକଙ୍କୁ ଏତେ ପରିମାଣର ଟଙ୍କା କେଉଁଠୁ ପାଇଲେ ସେନେଇ ପୁଲିସ ତଦନ୍ତ କରୁଛି।…