Odisha Link
Bridging the Missing Links in Odisha
Browsing Tag

Mrutyunjay Mohapatra

ବିଶ୍ବ ଦରବାରରେ ଓଡ଼ିଆ ପୁଅଙ୍କୁ ଗୁରୁ…

ଓଏଲ୍‌ ବ୍ୟୁରୋ: ବିଶ୍ବ ଦରବାରରେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ। ବିଶ୍ବ ପାଣିପାଗ ସଙ୍ଗଠନ(ଡବ୍ଲୁଏମ୍‌ଓ )ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାମାପାତ୍ର। ସଂଗଠନର ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା…

ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ…

ଭୁବନେଶ୍ୱର: ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପକୁ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ…

ବାତ୍ୟା ସମ୍ଭାବନା ନାହିଁ: ଆଇଏମ୍‌ଡି…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ୱେଲ୍‌ମାର୍କଡ ଲଘୁଚାପ ଅବପାତରେ ପରିଣତ ହୋଇଛି। ତେବେ ସୃଷ୍ଟ ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଆଇଏମ୍‌ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଅନୁସାରେ, ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ…

ଭାରତୀୟ ପାଣିପାଗ ସଂସ୍ଥ‌ାର ନୂଆ…

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ବିଜ୍ଞାନୀ ମୃତୁଞ୍ଜୟ ମହାପାତ୍ର ଆଜି ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି । ସେ ଆଗରୁ ଆଇଏମଡିର ମହାନିର୍ଦ୍ଦେଶକ ହେବା ନେଇ ଘୋଷଣା ହୋଇସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ଗୁରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ସେ ବିଶ୍ୱ ପାଣିପାଗ…