Odisha Link
Bridging the Missing Links in Odisha

ଭାରତୀୟ ପାଣିପାଗ ସଂସ୍ଥ‌ାର ନୂଆ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ବିଜ୍ଞାନୀ ମୃତୁଞ୍ଜୟ ମହାପାତ୍ର ଆଜି ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି । ସେ ଆଗରୁ ଆଇଏମଡିର ମହାନିର୍ଦ୍ଦେଶକ ହେବା ନେଇ ଘୋଷଣା ହୋଇସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ଗୁରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ସେ ବିଶ୍ୱ ପାଣିପାଗ ସଂଗଠନରେ ମଧ୍ୟ ଭାରତର ସ୍ଥାୟୀ ସଦସ୍ୟ ଅଛନ୍ତି ।

Comments are closed.