Odisha Link
Bridging the Missing Links in Odisha
Daily Archives

August 1, 2019

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା…

ନୂଆଦିଲ୍ଲୀ: ‘ଓଡିଶାର କାଳିଦାସ’ ପଣ୍ଡିତ ଡାକ୍ତର ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ରଚିତ 'ହେ ମାଆ ! ମାତୃଭୂମି !‛ ପୁସ୍ତକ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରି ଓଡିଆ ଭାଷା ଓ ସଂସ୍କୃତିକୁ ସମ୍ମାନୀତ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ପ୍ରତି…

ଭୁବନେଶ୍ବର:  ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟା ପକ ପୂରଣ ଦିଗରେ ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ୨୪୫୮ଟି ଅଧ୍ୟା ପକ ପଦବୀ ପୂରଣ କରାଯାଉଛି। ପ୍ରଥମ ଦଫାରେ ୧୬୨୫ ଜଣ ଅଧ୍ୟା ପକଙ୍କୁ ସର୍ଭିସ ସିଲେକସନ୍‌ ବୋର୍ଡ ମାଧ୍ୟମରେ ନିଯୁକ୍ତି ଦିଆସରିଲାଣି। ଆବଶିଷ୍ଟ ୮୩୩ ଜଣ ଅଧ୍ୟା ପକ ଚୟନ…

ବିରୋଧୀ ଦଳର ୫୦ ବିଧାୟକ ବିଜେପିରେ ସାମିଲ…

ମୁମ୍ବାଇ: ଚଳିତବର୍ଷ ଶେଷ ଭାଗରେ ମହାରାଷ୍ଟ୍ରରେ ହେବ ବିଧାନସଭା ନିର୍ବାଚନ। ଏସବୁ ପୂର୍ବରୁ ମହାରାଷ୍ଟ୍ରରେ ଚାଲିଛି ଦଳ ଡିଆଁ ରାଜନୀତି। ଅପରପକ୍ଷେ ମହାରାଷ୍ଟ୍ର ସରକାର ମନ୍ତ୍ରୀ ଗିରିଶ ମହାଜନଙ୍କ ମନ୍ତବ୍ୟ ବିରୋଧୀଙ୍କୁ ଦ୍ବନ୍ଦରେ ପକାଇଛି। ଗିରିଶ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ବିରୋଧୀ…

ଦାଦାଙ୍କୁ ପଥରରେ ଛେଚି ହତ୍ୟାକଲା…

ଉଦଳା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନ ନଛିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସଂପର୍କୀୟ ପୁତୁରା ଦାଦାକୁ ପଥରରେ ଛେଚି ହତ୍ୟା କରିଛି। ଏହି ଘଟଣାରେ ଅଭିଯୁକ୍ତ ପୁତୁରାକୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗ୍ରାମର ସୁରେଶନ…

ସାତ ମାସର ଗର୍ଭବତୀ ନାବାଳିକା ଉଦ୍ଧାର

ଭଣ୍ଡାରିପୋଖରୀ : ରାସ୍ତାରେ ବୁଲୁଥିବା ବେଳେ ଗର୍ଭବତୀ ଥିବା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା। ସୂଚନା ଅନୁସାରେ, ନାବାଳିକା ଜଣକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।…

କୁଳଭୂଷଣ ଯାଧବ ମାମଲା: ଭାରତର ଆଉ ଏକ…

ନୂଆଦିଲ୍ଲୀ: କୁଳଭୂଷଣ ଯାଧବ ମାମଲାରେ ଭାରତକୁ ଆଉ ଏକ ସଫଳତା। ଅନ୍ତରାଷ୍ଟ୍ରୀୟ କୋର୍ଟରେ ବିଜୟ ପରେ ଭାରତକୁ ସଫଳତା ମିଳିଛି। ପାକିସ୍ତାନ ନିଜର ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣ ଯାଧବଙ୍କୁ କୂଟନୈତିକ ସହାୟତା ଦେବାକୁ ପ୍ରସ୍ତୁତ ହୋଇଛି। ପାକିସ୍ତାନୀ ମିଡିଆର ଖବର ମୁତାବକ, ଶୁକ୍ରବାର…

ପୁଣି ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ

ଅନୁଗୋଳ : ତାଳଚେର କୋଇଲା ଖଣି ସମସ୍ୟା ଥମିବାର ନାଁ ନେଉନି। ପୁଣିଥରେ ତାଳଚେରର ସମସ୍ତ କୋଇଲା ଖଣିକୁ ବନ୍ଦ କରିଛନ୍ତି ଭରତପୁର କୋଇଲା ଖଣିରେ ମୃତ ହୋଇଥିବା ଶ୍ରମିକଙ୍କ ପରିବାରରଲୋକ। କ୍ଷତିପୂରଣ ଏବଂ ସ୍ଥାୟୀ ନିଯୁକ୍ତିର ଆଶ୍ଵାସନା ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଦେଇନାହିଁ ଏମସିଏଲ । କେବଳ…

ସେନାରେ ଭାରତୀୟ କ୍ରିକେଟର, କେଉଁ ମାନେ…

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି ଭାରତୀୟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂ ଧୋନି। କାରଣ ଆଜିଠାରୁ ଟେରିଟୋରି ଆର୍ମିର ଜଣେ ଅବୈତନିକ ଲେଫ୍ଟନାଣ୍ଟ୍‌ କର୍ନେଲ ଭାବେ ସେବା ଆରମ୍ଭ କରିଛନ୍ତି। ଏହି ସମୟରେ ସେନାରେ ଜଣେ ସ୍ବେଚ୍ଛାସେବୀ ଭାବେ ଜମ୍ମୁ ଓ କଶ୍ମୀରରେ ସେ ପାଟ୍ରୋଲିଂ କରିବା…

ସତ ମାନିଲା : ହତ୍ୟାକାଣ୍ଡରେ ସଂପୃକ୍ତି…

କଟକ: କଟକ ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ନୟାଗଡ଼ର ନାରାୟଣ ସାହୁକୁ ଗିରଫ କରାଯାଇଛି । ଆଜି ତାକୁ କୋର୍ଟଚାଲାଣ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଅଖିଳେଶ୍ୱର ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୩ଟି ହତ୍ୟାକାଣ୍ଡରୁ ୨ଟିରେ ନାରାୟଣ ସମ୍ପୃକ୍ତ ଥିବା ତଥ୍ୟ ପ୍ରମାଣ…

ଚନ୍ଦ୍ରାୟନ-୨ : ବୈଜ୍ଞାନିକଙ୍କୁ ପରାମର୍ଶ…

ପୁରୀ : ଚନ୍ଦ୍ରାୟନ-୨ ଉତକ୍ଷେପଣ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ । ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ କହିଛନ୍ତି, ବିଷ୍ଣୁପୁରାଣ, ବାୟୁପୁରାଣ ଓ ବେଦରେ ଚନ୍ଦ୍ରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ବୈଜ୍ଞାନିକମାନେ ବେଦ ପୁରାଣ ପଢ଼ିବା ଉଚିତ୍…