Odisha Link
Bridging the Missing Links in Odisha
Browsing Tag

muder

କଟାମୁଣ୍ଡ ମାମଲା: ସିନ ରିକ୍ରିଏସନ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରାଜଧାନୀରେ ବିଭତ୍ସ କଟାମୁଣ୍ଡ ମାମଲାର ସିନ ରିକ୍ରିଏସନ କରାଯାଇଛି। ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇଛି ପୁଲିସ। ପୁଷ୍ପଲତାଙ୍କୁ ସଂଜୟ ହତ୍ୟା କରିଥିଲା ସେ ନେଇ ଡୋମୋ କରିକି ଦେଖାଉଛି। ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପୁଲିସ ଫୁଲେଶ୍ୱରୀ ବସ୍ତିକୁ ନେଇଛି।…

ମା’ଙ୍କୁ ଛୁରିରେ ମାରିଦେଲା ପୁଅ

ଜଗତସିଂହପୁର: ମା’ଙ୍କୁ ଛୁରିରେ ମାରିଦେଲା ପୁଅ। ଏମିତି ଖବର ଆସିଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଅଞ୍ଚଳରୁ। ରଘୁନାଥପୁରର ଚାନ୍ଦପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ଛୁରିରେ ହତ୍ୟା କରିଛି। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ପ୍ରକାଶ ଯେ, ଅଭିଯୁକ୍ତ ନିତ୍ୟାନନ୍ଦ…

ସମ୍ପତ୍ତି ପାଇଁ ଭାଇ ନେଲା ଭାଇର ଜୀବନ

ପୁରୀ : ଗତ ୧୫ ତାରିଖ ସକାଳେ ବାଣିଆକେରା ଗ୍ରାମର କାଳୁଚରଣ ପ୍ରଧାନ ଚାଷ ଜମିକୁ ହଳ କରିବା ପାଇଁ ଯାଉଥିଲେ । ସେହି ସମୟରେ ବଡ ଭାଇ ଗଣେଶ ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ମିଶି କାଳୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କାଳୁ ଗୁରୁତ ହୋଇଥିଲେ। ଗୁରୁତର ଅବସ୍ଥାରେ କାଳୁଙ୍କୁ ପରିବାର ଲୋକେ…

ଶିକ୍ଷକଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ମୟୁରଭଞ୍ଜ: ମୟୁଭଞ୍ଜ ଜିଲ୍ଲା ଥାନା ଅନ୍ତର୍ଗତ ଜାମୁପାଣି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଦୁର୍ବୃତ୍ତ ଜଣେ ଶିକ୍ଷକଙ୍କୁ ନିର୍ମମଭବେ ହାଣି ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶିକ୍ଷକ ଜଣଙ୍କ ଗାଁ ବିଲକୁ ଯାଇଥିବା ବେଳେ ୨ଜଣ ଦୁର୍ବୃତ୍ତ ଆସି ମରଣାନ୍ତକ ଆକ୍ରମଣ କରିଥିଲେ।…