ପୌର ନିର୍ବାଚନ ପାଇଁ ବାଟ ଫିଟିଲା
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଫିଟିଲା ବାଟ। ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍ ସଂଶୋଧନ ବିଲ୍ ୨୦୨୧। ବିଲ୍ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ।
ଏହାର ଅର୍ଥାତ୍ ସଂରକ୍ଷଣ ବ୍ୟବସ୍ଥା…