Odisha Link
Bridging the Missing Links in Odisha
Browsing Tag

Muniguda

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ମୁନିଗୁଡା: ପୁଅର ଆକ୍ରମଣରେ ବାପା ମୃତ। ଏହି ଅଭାବ ଘଟଣାଟି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡଙ୍ଗର ରାଣିବନ୍ଦ ଗାଁରେ ଘଟିଛି। ଘରୋଇ କଳିରୁ ଏହି ହତ୍ୟା କାଣ୍ଡ ହୋଇଥିବା ଜଣା ପଡିଛି। ପ୍ରକାଶ ଯେ , ରବିବାର ରାତିରେ ବାପା ଓ ପୁଅଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ…

୫୨ ଏକର ଗଞ୍ଜେଇ ଗଛକୁ ନଷ୍ଟ କଲା ପୁଲିସ

ମୁନିଗୁଡା: ପୁଣିଥରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ବନ୍ଦ୍ରୀ ଗାଁ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବେଆଇନ ଭାବେ ୫୨ ଏକର ଜାଗାରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ଓ ବନବିଭାଗର କର୍ମଚାରୀ। ଏହାର ଆନୁମାନିକ ମୂଲ୍ୟ ପ୍ରାୟ…

ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣାସ୍ଥିତ ଏକ ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର ଲାଗିଥିବା ଦେଖବାକୁ ମିଳିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନମାନଙ୍କୁ ନକ୍ସଲ ନାମରେ ଗିରଫ କରିବା ବନ୍ଦ କରାଯାଉ ବୋଲି କୁହାଯାଇଛି। ଏହାସହ ପୁଲିସ…